അർത്ഥം : ମୂଳ ସ୍ଥିତିକୁ ଆଣିବା ବା ପୂର୍ବରୁ ହେଲାଭଳି କରିବା
ഉദാഹരണം :
ସରକାର ଏହି ଜଙ୍ଗଲକୁ ଏହାର ମୂଳ ଓ ଅପରିବର୍ତ୍ତିତ ଅବସ୍ଥାକୁ ଆଣିବେ
പര്യായപദങ്ങൾ : ପୂର୍ବରୁ ହେଲାଭଳି କରିବା, ପୂର୍ବାବସ୍ଥାକୁ ଆଣିବା, ମୂଳ ସ୍ଥିତିକୁ ଆଣିବା
മറ്റ് ഭാഷകളിലേക്കുള്ള വിവർത്തനം :
* मूल स्थिति में लाना या पहले जैसा करना।
सरकार इस जंगल को इसके मूल और अपरिवर्तित अवस्था में लाएगी।Return to its original or usable and functioning condition.
Restore the forest to its original pristine condition.അർത്ഥം : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
ഉദാഹരണം :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
പര്യായപദങ്ങൾ : କରିବା, ପରିବର୍ତ୍ତନ କରିବା, ବଦଳାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନେଇକି ଆସିବା
ഉദാഹരണം :
ବାପା ଆମ୍ବ ଆଣିଲେ
പര്യായപദങ്ങൾ : ନେଇଆସିବା
മറ്റ് ഭാഷകളിലേക്കുള്ള വിവർത്തനം :