അർത്ഥം : ବେଦ ପଢାଉଥିବା ଲୋକ
ഉദാഹരണം :
ଭୋର ଚାରିଟାରେ ଏବଂ ସଂଧ୍ୟାବେଳେହିଁ ଆମ ଆଚାର୍ଯ୍ୟ ପାଠପଢାନ୍ତି
പര്യായപദങ്ങൾ : ଗୁରୁ, ଗୁରୁଦେବ, ଶିକ୍ଷାଗୁରୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉପନୟନ ଅବସରରେ ଗାୟତ୍ରୀ ମନ୍ତ୍ରର ଉପଦେଶ ଦେଉଥିବା ଲୋକ
ഉദാഹരണം :
ଆଚାର୍ଯ୍ୟ ମହାଶୟ ପିଲାର କାନରେ ଗାୟତ୍ରୀ ମନ୍ତ୍ର କହି ନିଜ ସ୍ଥାନରେ ବସିଲେ
മറ്റ് ഭാഷകളിലേക്കുള്ള വിവർത്തനം :