അർത്ഥം : ଭୋଜନ ପରେ ହାତମୁହଁ ଧୋଇବା ଓ କୁଳି କରିବା
ഉദാഹരണം :
ସେ ଭୋଜନ ପରେ ଭଲଭାବେ ଆଚମନ କଲେ
പര്യായപദങ്ങൾ : ହସ୍ତମୁଖାଦି ପ୍ରକ୍ଷାଳନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପୂଜା ବା ଧର୍ମ ସମ୍ବନ୍ଧୀୟ କାମରେ ଡାହାଣ ହାତରେ ଅଳ୍ପ ଜଳ ନେଇ ମନ୍ତ୍ରପଢ଼ି ପିଇବା
ഉദാഹരണം :
ପଣ୍ଡିତେ ପୂଜା କରିବା ସମୟରେ ଅନେକଥର ଆଚମନ କରନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :