അർത്ഥം : ପ୍ରାକୃତିକ ରୂପରେ କୌଣସି କାମଆଦିରେ ରହୁଥିବା ରୁଚି
ഉദാഹരണം :
ପଢ଼ାରେ ତାଙ୍କର ଅଭିରୁଚି ଦେଖି ତାଙ୍କୁ ସହର ପଠାଗଲା
പര്യായപദങ്ങൾ : ଅଭିରୁଚି, ଅଭିଳାସ, ପ୍ରବୃତ୍ତି, ସ୍ପୃହା
മറ്റ് ഭാഷകളിലേക്കുള്ള വിവർത്തനം :
एकाग्र भाव से किसी काम या बात की ओर ध्यान या मन लगने की अवस्था या भाव।
पढ़ाई में उसकी लगन को देखते हुए उसे शहर भेजा गया।A strong liking.
My own preference is for good literature.അർത്ഥം : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
ഉദാഹരണം :
ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
പര്യായപദങ്ങൾ : ଉତ୍ସାହ, ଉଲ୍ଲାସ, ଯତ୍ନ
മറ്റ് ഭാഷകളിലേക്കുള്ള വിവർത്തനം :
A feeling of excitement.
enthusiasm