അർത്ഥം : ସାଧୁ-ସନ୍ଥ ରହିବା ସ୍ଥାନ
ഉദാഹരണം :
ଉତ୍ତର କାଶୀ ବୁଲିବା ସମୟରେ ଆମେ କିଛି ଦିନ ଗୋଟିଏ ମଠରେ କଟାଇଲୁ
മറ്റ് ഭാഷകളിലേക്കുള്ള വിവർത്തനം :
The residence of a religious community.
monasteryഅർത്ഥം : ଯେଉଁ ସ୍ଥାନରେ ପହଲିମାନ କୁସ୍ତି କରନ୍ତି
ഉദാഹരണം :
ଦୁଇ ପହଲିମାନ ଆଖଡ଼ାରେ ଲଢ଼େଇ କରୁଛନ୍ତି
പര്യായപദങ്ങൾ : ଜାଗାଘର, ବ୍ୟାୟାମଶାଳା, ମଲ୍ଲଶାଳା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ସ୍ଥାନରେ ଲୋକମାନେ ଏକାଠି ହୋଇ ନିଜ ନିଜର କୌଶଳ ଦେଖାନ୍ତି
ഉദാഹരണം :
ନାଗପଞ୍ଚମୀଦିନ ଗ୍ରାମବାସୀମାନେ ଆଖଡ଼ାରେ ଏକତ୍ରିତ ହୋଇ ନାନାପ୍ରକାରର କରାମତି ଦେଖାଉଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :