അർത്ഥം : ମହତ୍ୱହୀନ ହେବାର ଅବସ୍ଥା ବା ଭାବ
ഉദാഹരണം :
ମହତ୍ୱହୀନତା କାରଣରୁ ସମାଜରେ ତାଙ୍କୁ କେହି ପଚାରୁ ନାହାଁନ୍ତି
പര്യായപദങ്ങൾ : ବେମହତି, ମହତ୍ୱହୀନତା, ମହିମାହୀନତା
മറ്റ് ഭാഷകളിലേക്കുള്ള വിവർത്തനം :
महत्वहीन होने की अवस्था या भाव।
महत्वहीनता के कारण समाज में उसकी कोई पूछ नहीं है।The quality of not being important or worthy of note.
unimportance