അർത്ഥം : ଯାହା ସ୍ଥିର ବା ନିଶ୍ଚିତ ନୁହେଁ
ഉദാഹരണം :
ସରକାରଙ୍କ ଅନିଶ୍ଚିତ ନୀତି ହିଁ ଆତଙ୍କବାଦର ମୂଳ
പര്യായപദങ്ങൾ : ଅନିର୍ଦିଷ୍ଟ, ଅନିଶ୍ଚିତ, ସ୍ଥିରତାହୀନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଠିକ ବା ଏକପ୍ରକାର ସ୍ଥିତିରେ ନ ରହି କେବେ ଏଠି ଓ କେବେ ସେଠି ହେବାର ଅବସ୍ଥା
ഉദാഹരണം :
କିଛି କାମଧନ୍ଦା ନ ଥିବାରୁ ରମେଶର ସ୍ଥିତି ଦ୍ୱିଧାପୂର୍ଣ୍ଣ ହୋଇଗଲାଣି
പര്യായപദങ്ങൾ : ଆନ୍ଦୋଳିତ, ଚଞ୍ଚଳ, ଦ୍ୱିଧାପୂର୍ଣ୍ଣ
മറ്റ് ഭാഷകളിലേക്കുള്ള വിവർത്തനം :