അർത്ഥം : ଯାହାକୁ ଠିକ୍ ଢଂଗରେ କାମ କରିବା ଆସେନାହିଁ
ഉദാഹരണം :
ତୁମେ ଅସଭ୍ୟ ଲୋକଭଳି କାହିଁକି କାମ କରୁଛ?
പര്യായപദങ്ങൾ : ଅଢ଼ଂଗିଆ, ଅଢ଼ଙ୍ଗିଆ
മറ്റ് ഭാഷകളിലേക്കുള്ള വിവർത്തനം :
Showing lack of skill or aptitude.
A bungling workman.അർത്ഥം : ଯେ ସଭ୍ୟ ନୁହେଁ
ഉദാഹരണം :
ତୁମେ ଅସଭ୍ୟ ବ୍ୟକ୍ତିଙ୍କ ପରି କାହିଁକି ରହିଛ ସେ ଅଶିଷ୍ଟ କଥା କହୁଛି
പര്യായപദങ്ങൾ : ଅଂସସ୍କୃତ, ଅଶିଷ୍ଟ, ଅଶ୍ଳୀଳ, ଅସାଧୁ, ରୁକ୍ଷ, ରୂଢ଼, ଶିଷ୍ଟାଚାରହୀନ, ସଂସ୍କାରହୀନ
മറ്റ് ഭാഷകളിലേക്കുള്ള വിവർത്തനം :
जो शिष्ट (भला व्यक्ति या सज्जन) न हो।
तुम असभ्य व्यक्ति की तरह क्यों रहते हो?