അർത്ഥം : ଯାହା ସମ୍ମାନଜନକ ନୁହେଁ ବା ସାମାଜିକ ଚଳଣି ଅନୁସାରେ ସ୍ୱୀକୃତ ନୁହେଁ
ഉദാഹരണം :
ଆପଣଙ୍କ ଭଳି ବ୍ୟକ୍ତିଙ୍କର ଅଶୋଭନୀୟ ଭାଷା ପ୍ରୟୋଗ କରିବା ଅନୁଚିତ
പര്യായപദങ്ങൾ : ଅଶୋଭନୀୟ, ଅସୁନ୍ଦର
മറ്റ് ഭാഷകളിലേക്കുള്ള വിവർത്തനം :
जो सम्मानजनक या सामाजिक तौर पर स्वीकृत न हो।
आप जैसे व्यक्ति को अशोभनीय भाषा का प्रयोग नहीं करना चाहिए।Not in keeping with accepted standards of what is right or proper in polite society.
Was buried with indecent haste.അർത്ഥം : ଯାହା ବାଜେକଥାରେ ପୂର୍ଣ୍ଣ
ഉദാഹരണം :
ବାଜେକଥା କୁହନାହିଁ
പര്യായപദങ്ങൾ : ଅଗଡ଼ବଗଡ଼, ବକବାସ, ବାଜେକଥା, ୟାଡୁସେଆଡ଼ୁ
മറ്റ് ഭാഷകളിലേക്കുള്ള വിവർത്തനം :
जो बकवास से भरा हुआ हो।
बकवासपूर्ण बातें मत करो।Having no intelligible meaning.
Nonsense syllables.അർത്ഥം : ଯାହା ସଙ୍ଗତ ବା ଉଚ୍ଚିତ ନୁହେଁ
ഉദാഹരണം :
ସେମାନଙ୍କ ଅନୁଚ୍ଚିତ କଥା ନିଜନିଜ ମଧ୍ୟରେ କଳହର କାରଣ ହୋଇଗଲା
പര്യായപദങ്ങൾ : ଅନୁଚ୍ଚିତ, ଅଯଥାର୍ଥ, ଖରାପ, ବେଠିକ
മറ്റ് ഭാഷകളിലേക്കുള്ള വിവർത്തനം :
Not suitable or right or appropriate.
Slightly improper to dine alone with a married man.