അർത്ഥം : ଆୟୁର୍ବେଦର ଅଷ୍ଟ ବିଭାଗ
ഉദാഹരണം :
ଶଲ୍ୟ, ଶାଲାକ୍ୟ, କାୟ-ଚିକିତ୍ସା, ଭୂତବିଦ୍ୟା, କୌମାରଭୃତ୍ୟ,ଅଗଦ-ତନ୍ତ୍ର ଏବଂ ବାଜୀକରଣ ଏସବୁ ଅଷ୍ଟାଙ୍ଗ ବିଦ୍ୟା
പര്യായപദങ്ങൾ : ଅଷ୍ଟାଙ୍ଗ ବିଦ୍ୟା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୂର୍ଯ୍ୟଙ୍କୁ ଅର୍ପଣ କରାଯାଉଥିବା ଅର୍ଘ୍ୟ ଯେଉଁଥିରେ ଆଠଟି ପଦାର୍ଥ ଥାଏ
ഉദാഹരണം :
ଜଳ,କ୍ଷୀର,କୁଶାଗ୍ର,ମହୁ,ଦହି, ଘିଅ,ରକ୍ତଚନ୍ଦନ ଏବଂ କନିଅର ଆଦି ଅଷ୍ଟାଙ୍ଗ ଅନ୍ତର୍ଗତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ଆଠଟି ଅଙ୍ଗ ଥାଏ
ഉദാഹരണം :
ଏହି ବସ୍ତୁ ହେଉଛି ଅଷ୍ଟାଙ୍ଗ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପାଇଁ ପଣ୍ଡିତେ ଅଷ୍ଟାଙ୍ଗ ଦ୍ରବ୍ୟ ମଗାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
Having eight sides.
eight-sided