അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଆଫ୍ରିକା, ଏସିଆ ଆଦି ଦେଶଗୁଡିକର ଲୋକମାନେ(ଗୋରାମାନଙ୍କ ମତରେ)
ഉദാഹരണം : ପରିଶେଷରେ ଏହି ଅଶ୍ୱେତ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର କେବେ ପର୍ଯ୍ୟନ୍ତ ଚାଲିଥିବ!
പര്യായപദങ്ങൾ : କଳାଲୋକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
अफ्रीका, एशिया आदि देशों का व्यक्ति (गोरों द्वारा माना हुआ)।
അർത്ഥം : ଯାହା ଶ୍ୱେତ ନୁହେଁ
ഉദാഹരണം : ବିଧବାମାନଙ୍କପାଇଁ ଅଶ୍ୱେତ ବସ୍ତ୍ର ବର୍ଜିତ ଥିଲା
പര്യായപദങ്ങൾ : ଅଶୁଭ୍ର, ଅସିତ
जो श्वेत न हो।
അർത്ഥം : କଜ୍ୱଳ ବା କୋଇଲା ରଙ୍ଗର
ഉദാഹരണം : ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା
പര്യായപദങ്ങൾ : କଳା, କୃଷ୍ଣ, ଶ୍ୟାମ
काजल या कोयले के रंग का।
അർത്ഥം : ଯେଉଁ ବ୍ୟକ୍ତି ଶ୍ୱେତ ବା ଗୋରା ନୁହେଁ
ഉദാഹരണം : ଇଂରେଜମାନେ କଳାଲୋକଙ୍କ ଉପରେ ବହୁତ ଜୁଲୁମ୍ କରିଥିଲେ
പര്യായപദങ്ങൾ : କଳା, ଶ୍ୱେତହୀନ
जो श्वेत या गोरा न हो (व्यक्ति)।
ഇൻസ്റ്റാൾ ചെയ്യുക