അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ଠିକ୍ ନୁହେଁ
ഉദാഹരണം : ଅଶୁଦ୍ଧ ବାକ୍ୟକୁ ଶୁଦ୍ଧ କରି ଲେଖ
പര്യായപദങ്ങൾ : ଭୁଲ୍
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो सही न हो।
അർത്ഥം : ଯାହାର ଶୋଧନ କରାଯାଇନାହିଁ
ഉദാഹരണം : ଅଶୋଧିତ ଜଳ ସ୍ୱାସ୍ଥ୍ୟ ନିମନ୍ତେ କ୍ଷତିକାରକ ହୋଇଥାଏ
പര്യായപദങ്ങൾ : ଅପରିଶୋଧିତ, ଅଶୋଧିତ, ଅସଂଶୋଧିତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जिसका शोधन न किया गया हो।
Not refined or processed.
അർത്ഥം : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ഉദാഹരണം : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
പര്യായപദങ്ങൾ : ଅପବିତ୍ର, ଅଶୌଚ, ଅସୂଚି, ଦୂଷିତ
जो धर्मानुसार पवित्र न हो।
Not holy because unconsecrated or impure or defiled.
അർത്ഥം : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
ഉദാഹരണം : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
പര്യായപദങ്ങൾ : ଅପବିତ୍ର, ଅଶୁଚି, ଅଶୌଚ
അർത്ഥം : ଯାହା ମିଶାମିଶି ବା ପରିଶୁଦ୍ଧ ନୁହେଁ ବା ଯେଉଁଥିରେ ଦୋଷ ଅଛି
ഉദാഹരണം : ଏହା ଅପମିଶ୍ରିତ ଘିଅ
പര്യായപദങ്ങൾ : ଅପମିଶ୍ରିତ, ଅବିଶୁଦ୍ଧ
जिसमें मिलावट हो या जो परिशुद्ध न हो या जिसमें खोट हो।
ഇൻസ്റ്റാൾ ചെയ്യുക