അർത്ഥം : କୌଣସି ଜିନିଷପାଇଁ ପିଲା ବା ସ୍ତ୍ରୀମାନଙ୍କ ଭଳି ଜିଦ୍ କରିବା
ഉദാഹരണം :
ଦେବିକା ତାର ପ୍ରତ୍ୟେକ କଥା ପୂରଣ ହେବାପାଇଁ ମାଆଙ୍କ ଆଗରେ ଅଳି କରେ
പര്യായപദങ്ങൾ : ଅଝଟ ହେବା, କଟାଳ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी चीज़ के लिए बालकों या स्त्रियों की तरह हठ करना।
देविका अपनी हर बात मनवाने के लिए माँ के सामने मचलती है।