അർത്ഥം : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ഉദാഹരണം :
ଖରାଦିନେ ପାଣି ଅଭାବ ହୁଏ
പര്യായപദങ്ങൾ : ଅଭାବ, ଅସୁଲଭ, କମ୍, ଦୁର୍ଲ୍ଲଭ
മറ്റ് ഭാഷകളിലേക്കുള്ള വിവർത്തനം :
The state of needing something that is absent or unavailable.
There is a serious lack of insight into the problem.അർത്ഥം : ଯାହା ଉପଲବ୍ଧ ନୁହେଁ
ഉദാഹരണം :
ବେଳେ ବେଳେ ପିଲାମାନେ ଅନୁପଲବ୍ଧ ବସ୍ତୁ ମାଗି ଦିଅନ୍ତି
പര്യായപദങ്ങൾ : ଅନୁପଲବ୍ଧ, ଅପ୍ରାପ୍ୟ, ଅମିଳ
മറ്റ് ഭാഷകളിലേക്കുള്ള വിവർത്തനം :
Not available or accessible or at hand.
Fresh milk was unavailable during the emergency.അർത്ഥം : ଯାହା ପାଇବା ସହଜ ନୁହେଁ
ഉദാഹരണം :
ଆଜିକାଲି ବଡ଼ ସହରରେ ଶୁଦ୍ଧ ପବନ ପାଇବା ଦୁର୍ଲଭ ହୋଇଗଲାଣି
പര്യായപദങ്ങൾ : ଅପ୍ରାପ୍ୟ, ଅସୁଲଭ, ଦୁର୍ଲଭ, ଦୁଷ୍ପ୍ରାପ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :