അർത്ഥം : କାଟି ଅବା ଛେଦକରି ଅଲଗା କରିବାର କାର୍ଯ୍ୟ
ഉദാഹരണം :
ରୋଗର ପ୍ରକୋପରୁ ରକ୍ଷା ପାଇବାପାଇଁ ମୂଳଉତ୍ପାଟନ ଆବଶ୍ୟକ
പര്യായപദങ്ങൾ : ବିଚ୍ଛିନ୍ନ, ବିଚ୍ଛେଦ, ମୂଳଉତ୍ପାଟନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଲଗା ବା ପୃଥକ ହୋଇଥିବା ବସ୍ତୁ
ഉദാഹരണം :
ଅଲଗା ଥିବା ବସ୍ତୁରେ ମୋର ଜିନିଷ ନାହିଁ
പര്യായപദങ്ങൾ : ପୃଥକ
മറ്റ് ഭാഷകളിലേക്കുള്ള വിവർത്തനം :
अलग या पृथक की हुई वस्तु।
पृथक्कृत वस्तुओं में मेरा सामान नहीँ है।അർത്ഥം : ଅଲଗା ମତ ବା ଅନ୍ତର ହେବା
ഉദാഹരണം :
ଦୂରେଇ ଛିଡ଼ା ହୁଅ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ପକ୍ଷ ବା ଦୂର
ഉദാഹരണം :
ଦେବାନେବା ତ ଦୂରର କଥା, ସେ ଭଲଭାବେ କଥା ବି କହିଲା ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ବିଭାଜନ ହୋଇଛି
ഉദാഹരണം :
ଗଙ୍ଗା ନଦୀ ବିହାରକୁ ଉତ୍ତର ଓ ଦକ୍ଷିଣ ଏଭଳି ଦୁଇ ଭାଗରେ ବିଭକ୍ତ କରୁଛି ଅତ୍ୟନ୍ତ ପ୍ରାଚୀନକାଳୀନ ସମାଜ ମଧ୍ୟ କେତେକ ଭାଗରେ ବିଭାଜିତ ଥିଲା
പര്യായപദങ്ങൾ : ବିଭକ୍ତ, ବିଭାଜିତ, ଭେଦିତ
മറ്റ് ഭാഷകളിലേക്കുള്ള വിവർത്തനം :
जिसका विभाजन हुआ हो।
भारत में विभाजित राज्यों की संख्या में वृद्धि हो रही है।അർത്ഥം : ମିଳି ନ ଥିବା
ഉദാഹരണം :
ବିଭିନ୍ନ ଡାଲିକୁ ଅଲଗା ଅଲଗା ରଖ ସରବତରେ ମିଳେଇ ନଥିବା ଚିନି ପାତ୍ର ତଳେ ବସି ଯାଇଛି
പര്യായപദങ്ങൾ : ଅମିଶ୍ରିତ
മറ്റ് ഭാഷകളിലേക്കുള്ള വിവർത്തനം :