അർത്ഥം : ନ୍ୟାୟରେ ରହିଛି, ବାଦୀଙ୍କ କହିବା ଅନୁସାରେ ପ୍ରତିପାଦିତ ମୋର ନିର୍ଦ୍ଦିଷ୍ଟ ସିଧ୍ୟାନ୍ତକୁ ମାନିଲେ ତୁମକୁ ଦୋଷ ଲାଗିବ
ഉദാഹരണം :
ଉକ୍ତ ଜାତି ଅବା ଦୋଷ ପାଇଁ ଚବିଶତମ ପ୍ରକାରରୁ ଗୋଟିଏ
മറ്റ് ഭാഷകളിലേക്കുള്ള വിവർത്തനം :
न्याय में, वादी का उत्तर में यह कहने की क्रिया कि यदि तुम मेरा प्रतिपादित अमुक सिद्धांत मानोगे तो तुम्हें दोष लगेगा।
अर्थापत्ति जाति या दोषों के चौबीस भेदों में से एक है।അർത്ഥം : ଗୋଟିଏ ଅର୍ଥାଳଙ୍କାର
ഉദാഹരണം :
ଅର୍ଥୋପ୍ତତ୍ତିରେ ଗୋଟିଏ ଅର୍ଥ ଅବା କହିବା ଦ୍ବାରା ଦ୍ବିତୀୟାଟି ସ୍ବତଃ ସିଦ୍ଧ ହୋଇଯାଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୀମାଂସା ଅନୁସାରେ ଗୋଟିଏ ପ୍ରମାଣ
ഉദാഹരണം :
ଅର୍ଥୋପ୍ତତ୍ତିରେ ପ୍ରକାଶ ହେବାପାଇଁ କୌଣସି ବିଷୟକୁ ପ୍ରକାଶିତ ନକରି କେବଳ ଶବ୍ଦଦ୍ବାରା ବିଷୟର ସିଧ୍ୟାନ୍ତରେ ଉପନୀତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
मीमांसा के अनुसार एक प्रमाण।
अर्थापत्ति में प्रगट रूप से किसी विषय को प्रकाशित न करके केवल शब्द द्वारा ही विषय की सिद्धि होती है।