അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଖାଇବାକୁ ଇଛା ନ ହେବାର ଅବସ୍ଥା
ഉദാഹരണം : କୌଣସି ରୋଗ ହେଲେ ଅରୁଚିକର ଲାଗେ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
खाने को जी न करने की अवस्था या भाव।
A prolonged disorder of eating due to loss of appetite.
അർത്ഥം : ଯାହା ଖାଇବାକୁ ଇଚ୍ଛା ହୁଏନାହିଁ
ഉദാഹരണം : କିଛି ପୌଷ୍ଟିକ କିନ୍ତୁ ଅରୁଚିକର ଖାଦ୍ୟକୁ ଖାଇବା ଉଚିତ
जिसे खाने की इच्छा न हो।
Not appetizing in appearance, aroma, or taste.
അർത്ഥം : ଯାହା ରୋଚକ ନୁହେଁ
ഉദാഹരണം : ଏହା ଆପଣଙ୍କପାଇଁ ଅରୋଚକ କାହାଣୀ ହୋଇପାରେ, ମୋତେତ ଏଥିରୁ ଆନନ୍ଦ ମିଳୁଛି
പര്യായപദങ്ങൾ : ଅରୋଚକ, ନୀରସ, ରସହୀନ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो रोचक न हो।
അർത്ഥം : ଯାହା ରୁଚିକର ନୁହେଁ
ഉദാഹരണം : ସେ କେବେ ଅରୁଚିକର କାର୍ଯ୍ୟ କରେ ନାହିଁ
പര്യായപദങ്ങൾ : ଅପ୍ରିୟ, ଅପ୍ରୀତିକର, ନାପସନ୍ଦ
जो रुचिकर न हो।
Not pleasing in odor or taste.
ഇൻസ്റ്റാൾ ചെയ്യുക