അർത്ഥം : କୌଣସି ଅନିଷ୍ଟକର ଘଟଣାରୁ ଉତ୍ପନ୍ନ ହେଉଥିବା ଏଭଳି ସ୍ଥିତି ଯେଉଁଥିରେ ବହୁତ କ୍ଷତି ହୋଇପାରେ
ഉദാഹരണം :
ସଙ୍କଟବେଳେ ବୁଦ୍ଧି କାମ କରେନାହିଁ
പര്യായപദങ്ങൾ : ଆପଦ, କଷ୍ଟ, ବିପଦ, ସଂକଟ, ସମସ୍ୟା
മറ്റ് ഭാഷകളിലേക്കുള്ള വിവർത്തനം :
किसी अनिष्ट घटना से उत्पन्न होने वाली ऐसी स्थिति जिसमें बड़ी हानि हो सकती हो।
संकट में दिमाग काम करना बंद कर देता है।An unstable situation of extreme danger or difficulty.
They went bankrupt during the economic crisis.അർത്ഥം : ଅନିଷ୍ଟଗ୍ରହମାନଙ୍କ ଯୋଗ
ഉദാഹരണം :
ଫଳିତ ଜ୍ୟୋତିଷ ଅନୁସାରେ ଅରିଷ୍ଟଯୋଗ ଅନିଷ୍ଟକାରକ
പര്യായപദങ്ങൾ : ଅରିଷ୍ଟଯୋଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଣେ ଦୈତ୍ୟ
ഉദാഹരണം :
ଅରିଷ୍ଟ ଦୈତ୍ୟରାଜ ବଳୀର ପୁଅ ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ବହୁବର୍ଷୀୟ, ଆରୋହୀ, ଔଷଧୀୟ ଲତା ଯାହାର ପତ୍ର ପାନପତ୍ର ଭଳି
ഉദാഹരണം :
ଗୁଡ଼ୁଚୀଲତାର ଫୁଲ ପେନ୍ଥାପେନ୍ଥା ଓ ହଳଦିଆ ରଙ୍ଗର
പര്യായപദങ്ങൾ : ଗୁଳୁଚି, ଗୁଳୁଚିଲତା, ଗୁଡ଼ୁଚୀ, ଗୁଡ଼ୁଚୀଲତା
മറ്റ് ഭാഷകളിലേക്കുള്ള വിവർത്തനം :
एक बहुवर्षी,आरोही, औषधीय बेल जिसके पत्ते पान के पत्ते के समान होते हैं।
गिलोय के पुष्प गुच्छों में और पीले रंग के होते हैं।A plant with a weak stem that derives support from climbing, twining, or creeping along a surface.
vineഅർത്ഥം : କଂସର ସହଯୋଗୀଥିବା ଜଣେ ଦୈତ୍ୟ
ഉദാഹരണം :
ବୃଷଭାସୁରକୁ କୃଷ୍ଣ ମାରିଥିଲେ
പര്യായപദങ്ങൾ : ଅରିଷ୍ଟାସୁର, ବୃଷଭ, ବୃଷଭାସୁର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଶ୍ୟପ ଋଷିଙ୍କ ପୁତ୍ର
ഉദാഹരണം :
ବିନିତାଙ୍କ ଗର୍ଭରୁ ଅରିଷ୍ଟନେମୀଙ୍କ ଜନ୍ମ ହୋଇଥିଲା
പര്യായപദങ്ങൾ : ଅରିଷ୍ଟଋଷି, ଅରିଷ୍ଟନେମୀ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଯାହା ଶୁଭ ନୁହେଁ
ഉദാഹരണം :
ବିଲେଇ ରାସ୍ତା କାଟିଲେ ତାକୁ ଅଶୁଭ ବିଚାର କରାଯାଏ
പര്യായപദങ്ങൾ : ଅନିଷ୍ଟ, ଅମଙ୍ଗଳ, ଅଶୁଭ
മറ്റ് ഭാഷകളിലേക്കുള്ള വിവർത്തനം :
Marked by or promising bad fortune.
Their business venture was doomed from the start.