അർത്ഥം : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
ഉദാഹരണം :
ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
പര്യായപദങ്ങൾ : ଅନାଦାର, ଅବଜ୍ଞା, ଅମାନ୍ୟ, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି
മറ്റ് ഭാഷകളിലേക്കുള്ള വിവർത്തനം :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।അർത്ഥം : ଯାହାର ଅପମାନ ହୋଇଛି
ഉദാഹരണം :
ଅଶୋକ ମଦ ନିଶାରେ ନିଜ ବାପାଙ୍କୁ ଅପମାନିତ କରିଦେଲା
പര്യായപദങ്ങൾ : ଅପମାନିତ, ମାନହାନି
മറ്റ് ഭാഷകളിലേക്കുള്ള വിവർത്തനം :
जिसका अपमान हुआ हो।
अशोक ने शराब के नशे में अपने बाप को ही अपमानित कर दिया।Made to feel uncomfortable because of shame or wounded pride.
Too embarrassed to say hello to his drunken father on the street.