അർത്ഥം : ବିବାହ ପୂର୍ବରୁ ବର-କନ୍ୟାଙ୍କ ରାଶିବର୍ଗର ସଂଯୋଗ ନିମନ୍ତେ ନକ୍ଷତ୍ରମାନଙ୍କର ଗୋଟିଏ ଗଣ
ഉദാഹരണം :
ଅମର ଗଣ ବର-କନ୍ୟାଙ୍କ ନିମନ୍ତେ ଶୁଭଦାୟୀ ହେବ
പര്യായപദങ്ങൾ : ଅମର ଗଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
ഉദാഹരണം :
ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
പര്യായപദങ്ങൾ : ଅମର୍ତ୍ୟ, କାଳଜୟୀ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
മറ്റ് ഭാഷകളിലേക്കുള്ള വിവർത്തനം :
Not subject to death.
immortalഅർത്ഥം : ଯେ ବହୁତ ଦିନ ପର୍ଯ୍ୟନ୍ତ ବଞ୍ଚେ
ഉദാഹരണം :
ଚିରଞ୍ଜୀବୀ ହେବା ନିମନ୍ତେ ସାଧୁ ଆଶୀର୍ବାଦ ଦେଲେ
പര്യായപദങ്ങൾ : ଆୟୁଷ୍ମାନ, ଚିରଜୀବୀ, ଚିରଞ୍ଜୀବୀ, ଚିରାୟୁ, ଦୀର୍ଘାୟୁ, ବୁଢ଼ାଟେ ହେଇଥା
മറ്റ് ഭാഷകളിലേക്കുള്ള വിവർത്തനം :
Existing for a long time.
Hopes for a durable peace.അർത്ഥം : ଯାହାର କେବେ ନାଶ ହୁଏନାହିଁ
ഉദാഹരണം :
ଆତ୍ମା ଅମର
പര്യായപദങ്ങൾ : ଅକ୍ଷୁଣ୍ଣ, ଅକ୍ଷୟ, ଅବିନଶ୍ୱର, ଅବିନାଶୀ, ଶାଶ୍ୱତ
മറ്റ് ഭാഷകളിലേക്കുള്ള വിവർത്തനം :
जिसका कभी नाश न हो या सदा बना रहनेवाला।
आत्मा अमर है।Not subject to death.
immortal