അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ମନୁଷ୍ୟଠାରୁ ଭିନ୍ନ ପ୍ରାଣୀ
ഉദാഹരണം : ପ୍ରକୃତିରେ ମନୁଷ୍ୟେତର ପ୍ରାଣୀଙ୍କ ସଂଖ୍ୟା ଅଧିକ
പര്യായപദങ്ങൾ : ଅମାନବ, ମନୁଷ୍ୟେତର ପ୍ରାଣୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
मनुष्य से भिन्न प्राणी।
അർത്ഥം : କ୍ରୁର, ଅତ୍ୟାଚାରୀ ଏବଂ ପାପୀ ବ୍ୟକ୍ତି
ഉദാഹരണം : କିଛି ଅସୁର ମିଶି ନିର୍ଦ୍ଦୋଷ ଗ୍ରାମବାସୀମାନଙ୍କୁ ମୃତ୍ୟୁ ଘାଟକୁ ଠେଲି ଦେଲେ
പര്യായപദങ്ങൾ : ଅସୁର, ଦାନବ, ଦୈତ୍ୟ, ରାକ୍ଷସ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
क्रूर,अत्याचारी और पापी व्यक्ति।
A cruel wicked and inhuman person.
അർത്ഥം : ମଣିଷର ସ୍ୱଭାବ, ପ୍ରକୃତି ବା ଆଚରଣର ବିରୁଦ୍ଧ ବା ପଶୁମାନଙ୍କ ଭଳି
ഉദാഹരണം : ଅମାନବୀୟ ପ୍ରକୃତିଗୁଡ଼ିକୁ କଦାପି ପ୍ରଶ୍ରୟ ଦେବା ଉଚିତ ନୁହେଁ କାହାରିସହ ମଧ୍ୟ ଅମାନବୀୟ ବ୍ୟବହାର କରନ୍ତୁ ନାହିଁ
പര്യായപദങ്ങൾ : ଅମାନବୀୟ, ଅମାନୁଷିକ, ପଶୁବତ୍, ପାଶବିକ
मनुष्य के स्वभाव,प्रकृति या आचरण के विरुद्ध या पशुओं का सा।
ഇൻസ്റ്റാൾ ചെയ്യുക