അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଯାହା ବେଧ୍ୟ ନୁହେଁ ବା ଯାହାର ଭେଦନ ହୋଇପାରେ ନାହିଁ ବା ସମ୍ଭବ ନୁହେଁ
ഉദാഹരണം : ପ୍ରାଚୀନକାଳରେ ରାଜାମାନେ ଅଭେଦ୍ୟ ଦୁର୍ଗ ନିର୍ମାଣ କରାଉଥିଲେ
പര്യായപദങ്ങൾ : ଅଛେଦ୍ୟ, ଅବେଧ୍ୟ, ଦୁର୍ଭେଦ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो वेध्य न हो या जिसका भेदन न हो सके या संभव न हो।
അർത്ഥം : ଯେଉଁଥିରେ ବିନ୍ଧ ବା କଣା ହୋଇନାହିଁ
ഉദാഹരണം : ଏହି ଅଭେଦ୍ୟ ଲକ୍ଷ୍ୟ ଭେଦକରିବା ମୋର ପ୍ରାଥମିକ କର୍ତ୍ତବ୍ୟ
പര്യായപദങ്ങൾ : ଅନବିଦ୍ଧ, ଅବିଦ୍ଧ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जो वेधा या छेदा हुआ न हो।
Not pierced.
ഇൻസ്റ്റാൾ ചെയ്യുക