അർത്ഥം : ଛିଦ୍ରଯୁକ୍ତ ପାତ୍ରଦ୍ୱାରା ଶିବଲିଙ୍ଗ ଉପରେ ପାଣି,ଦୁଧ ଆଦି ଟପ ଟପ କରି ପକାଇବା ପ୍ରକ୍ରିୟା
ഉദാഹരണം :
ଶ୍ରଦ୍ଧାଳୁ ଅଭିଷେକପାଇଁ ପାତ୍ରରେ ଜଳ ଭରି ଆଣିଲେ
പര്യായപദങ്ങൾ : ଅଭିସେଚନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶାନ୍ତି ବା ମଙ୍ଗଳପାଇଁ ମନ୍ତ୍ରପଢ଼ି କୁଶ ତଥା ଦୂବରେ ଜଳ ଛିଞ୍ଚିବାର ପ୍ରକ୍ରିୟା
ഉദാഹരണം :
ପୂଜାରୀ ଶିବଲିଙ୍ଗକୁ ଅଭିଷେକ କରୁଛନ୍ତି
പര്യായപദങ്ങൾ : ଅଭିସେଚନ
മറ്റ് ഭാഷകളിലേക്കുള്ള വിവർത്തനം :
शांति या मंगल के निमित्त मंत्र पढ़कर कुश तथा दूब से जल छिड़कने की क्रिया।
पुजारी शिवलिंग का अभिषेक कर रहे हैं।The ritual washing of a priest's hands or of sacred vessels.
ablutionഅർത്ഥം : ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
ഉദാഹരണം :
ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
പര്യായപദങ്ങൾ : ରାଜାଭିଷେକ, ରାଜ୍ୟାଭିଷେକ
മറ്റ് ഭാഷകളിലേക്കുള്ള വിവർത്തനം :
The ceremony of installing a new monarch.
coronation, enthronement, enthronisation, enthronization, investiture