പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଅଭିଷିକ୍ତ എന്ന വാക്കിന്റെ അർത്ഥവും ഉദാഹരണവും.

ଅଭିଷିକ୍ତ   ବିଶେଷଣ

അർത്ഥം : ବିଘ୍ନ ଶାନ୍ତିପାଇଁ ଯାହାଉପରେ ମଂତ୍ର ପଢ଼ି ପାଣି ଛିଞ୍ଚାଯାଇଛି

ഉദാഹരണം : ପଣ୍ଡିତ ନୂଆ ଘର ଅଭିଷିକ୍ତ କଲେ

പര്യായപദങ്ങൾ : ସ୍ନାତ


മറ്റ് ഭാഷകളിലേക്കുള്ള വിവർത്തനം :

बाधा-शांति के निमित्त जिस पर मंत्र पढ़कर जल छिड़का गया हो।

पंडितजी ने नए भवन को अभिषिक्त किया।
अभिषिक्त

അർത്ഥം : ବିଧିପୂର୍ବକ ସ୍ନାନ କରାଯାଇଥିବା ବା ଯାହାର ଅଭିଷେକ କରାଯାଇଛି

ഉദാഹരണം : ପୂଜାରୀ ଅଭିଷିକ୍ତ ଫୁଲସବୁ ଭକ୍ତମାନଙ୍କ ମଧ୍ୟରେ ବାଣ୍ଟୁଛନ୍ତି

പര്യായപദങ്ങൾ : ସ୍ନାତ


മറ്റ് ഭാഷകളിലേക്കുള്ള വിവർത്തനം :

विधिपूर्वक स्नान कराया हुआ या जिसका अभिषेक किया गया हो।

पुजारी अभिषिक्त पुष्पों को भक्तों में बाँट रहे हैं।
अभिषिक्त

അർത്ഥം : ଯାହା ଛିଞ୍ଚା ଯାଇଛି

ഉദാഹരണം : ଜଳ ସେଚିତ ଖେତକୁ ଯାଅ ନାହିଁ, ପାଦରେ ଭିଜା ମାଟି ଲାଗିଯିବଏହି ଚିଠି ଅଶ୍ରୁରେ ସିକ୍ତ ହୋଇଛି୤

പര്യായപദങ്ങൾ : ସିକ୍ତ, ସେଚିତ


മറ്റ് ഭാഷകളിലേക്കുള്ള വിവർത്തനം :

जिसकी सिंचाई की गई हो।

सिंचित खेत में मत जाओ, पैर में गीली मिट्टी लगेगी।
यह पत्र अश्रु से अभिषिक्त है।
अभिवृष्ट, अभिषिक्त, अभ्युक्षित, उक्षित, सिंचा, सिंचित, सिक्त, सेचित

അർത്ഥം : ବିଧିପୂର୍ବକ ପାଣି ଛିଞ୍ଚି ଦାୟିତ୍ୱ ଭାର ଦିଆଯାଇଛି

ഉദാഹരണം : ରାମ ସମୁଦ୍ର ଜଳରେ ବିଭିଷଣକୁ ଅଭିଷିକ୍ତ କଲେ

പര്യായപദങ്ങൾ : ସ୍ନାତ


മറ്റ് ഭാഷകളിലേക്കുള്ള വിവർത്തനം :

विधिपूर्वक जल छिड़ककर अधिकार का भार दिया हुआ।

राम ने समुद्र जल से विभीषण को अभिषिक्त किया।
अभिषिक्त

അർത്ഥം : ଯାହାର ଅଭିଷେକ କରାଯାଇଛି

ഉദാഹരണം : ଅଭିଷିକ୍ତ ରାଜକୁମାର ନିଜର କାର୍ଯ୍ୟ ଭାର ଭଲରେ ନିର୍ବାହ କରୁଛନ୍ତି


മറ്റ് ഭാഷകളിലേക്കുള്ള വിവർത്തനം :

जिसका अभिषेक किया गया हो।

अभिषेचित राजकुमार अपना कार्यभार भली-भाँति सम्भाल रहे हैं।
अभिषेचित