അർത്ഥം : ଅଭିଯୋଗ କରିବା କାର୍ଯ୍ୟ
ഉദാഹരണം :
ସେ ବହୁତ ଭାବିଚିନ୍ତି ଅଭିଯୋଗର ଯୋଜନା କରିଛି
പര്യായപദങ്ങൾ : ଅଭିଯୋଜନା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କ୍ଷତି ନିବାରଣ ବା କ୍ଷତିପୂରଣପାଇଁ ବିଚାରାଳୟରେ କରାଯାଇଥିବା ପ୍ରାର୍ଥନା
ഉദാഹരണം :
ଯାଞ୍ଚ ପରେ ଏହି ଖବର ମିଳିଲା ଯେ ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ପୂରାପୂରି ମିଛ
മറ്റ് ഭാഷകളിലേക്കുള്ള വിവർത്തനം :
The lawyers acting for the state to put the case against the defendant.
prosecutionഅർത്ഥം : କାହାରି ବ୍ୟବହାର, କାର୍ଯ୍ୟଆଦିରେ ଦୁଃଖୀ ହୋଇ ତାକୁ ବା ତାହାର କୌଣସି ସଂପର୍କୀୟକୁ ଉତ୍ପନ୍ନ ଦୁଃଖ ସମ୍ପର୍କରେ କହିବାର କ୍ରିୟା
ഉദാഹരണം :
ମୋର ଆପଣଙ୍କ ବିଷୟରେ କିଛି ଅଭିଯୋଗ ନାହିଁ ,ଏବେ ଆପଣ ଯାଇପାରନ୍ତି ତାଙ୍କର ମିଛ ଅଭିଯୋଗରେ ମତେ ଗାଳି ଶୁଣିବାକୁ ପଡ଼ିଲା
പര്യായപദങ്ങൾ : ଦୋଷାରୋପ, ନାଲିସ୍
മറ്റ് ഭാഷകളിലേക്കുള്ള വിവർത്തനം :
किसी के व्यवहार,कार्य आदि से दुखी होकर उससे या उसके किसी संबंधित से उत्पन्न दुख कहने की क्रिया।
उसकी झूठी शिकायत से मुझे डाँट खानी पड़ी।An expression of grievance or resentment.
complaintഅർത്ഥം : କେହି ଜଣେ ଅନୁଚିତ, ଦଣ୍ଡନୀୟ ବା ନିୟମ ବିରୁଦ୍ଧ କାର୍ଯ୍ୟ କରିଛି ବୋଲି କହିବା
ഉദാഹരണം :
ଭ୍ରଷ୍ଟାଚାର ଆରୋପରେ ତାକୁ ନିଲମ୍ବିତ କରାଯାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
Statements affirming or denying certain matters of fact that you are prepared to prove.
allegation, allegement