പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଅଭିପ୍ରାୟ എന്ന വാക്കിന്റെ അർത്ഥവും ഉദാഹരണവും.

ଅଭିପ୍ରାୟ   ବିଶେଷ୍ୟ

അർത്ഥം : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ

ഉദാഹരണം : ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍‌ ନୁହେଁ

പര്യായപദങ്ങൾ : ଆବଶ୍ୟକତା, ଉଦ୍ଦେଶ୍ୟ, ପ୍ରୟୋଜନ, ମତଲବ୍‌, ଲକ୍ଷ


മറ്റ് ഭാഷകളിലേക്കുള്ള വിവർത്തനം :

वह विचार जिसे पूरा करने के लिए कोई काम किया जाए।

इस काम को करने के पीछे आपका क्या उद्देश्य है?
अपने उद्देश्य से आपको भटकना नहीं चाहिए।
अनुबंध, अनुबन्ध, अपदेश, अभिप्राय, आवश्यकता, आशय, इष्ट, उद्देश्य, उपलक्ष्य, कारण, तुक, ध्येय, निमित्त, नियत, नीयत, प्रयोजन, मंशा, मंसा, मकसद, मक़सद, मतलब, मनसा, मिशन, मुद्दा, लक्ष्य, समायोग, साध्य, हेतु

The state of affairs that a plan is intended to achieve and that (when achieved) terminates behavior intended to achieve it.

The ends justify the means.
end, goal

അർത്ഥം : ସେହି ଅଭିପ୍ରାୟ ବା ଉଦ୍ଦେଶ୍ୟ ଯାହା କୌଣସି ଶବ୍ଦ,ପଦ ବା ବାକ୍ୟଆଦିରୁ ବାହାରେ ଏବଂ ଯାହାକୁ ବୁଝାଇବପାଇଁ ସେ ଶବ୍ଦ ବା ପଦ ଲୋକରେ ପ୍ରଚଳିତ ହୁଏ

ഉദാഹരണം : ବେଳେବେଳେ ସୁରଦାଶଙ୍କ ପଦର ଅର୍ଥ ବାହାର କରିବା କଷ୍ଟକର ହୋଇଥାଏ

പര്യായപദങ്ങൾ : ଅର୍ଥ, ତାତ୍ପର୍ଯ୍ୟ, ଭାବ, ମାନେ


മറ്റ് ഭാഷകളിലേക്കുള്ള വിവർത്തനം :

वह संकल्पना जो किसी शब्द, पद या वाक्य आदि से निकलता है और जिसका बोध कराने के लिए वह शब्द या पद लोक में प्रचलित होता है।

कभी-कभी सूरदास के पदों का अर्थ निकालना मुश्किल हो जाता है।
अंतर्भाव, अध्यवसान, अन्तर्भाव, अभिप्राय, अरथ, अर्थ, आकूत, आकूति, आशय, आसय, तात्पर्य, भाव, मतलब, माने, मायने

The idea that is intended.

What is the meaning of this proverb?.
meaning, substance