അർത്ഥം : ନାଟକରେ କୌଣସି ପାତ୍ରର ଅଭିନୟ
ഉദാഹരണം :
ଏହି ସିନେମାରେ ଅମିତାଭଙ୍କ ଭୂମିକା ଜୋରଦାର ହେଇଛି ଏହି ନାଟକରେ ସେ ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି
പര്യായപദങ്ങൾ : ପାର୍ଟ୍, ଭୂମିକା
മറ്റ് ഭാഷകളിലേക്കുള്ള വിവർത്തനം :
An actor's portrayal of someone in a play.
She played the part of Desdemona.അർത്ഥം : ଅନ୍ୟ ବ୍ୟକ୍ତିମାନଙ୍କର ଭାଷଣ, ଚେଷ୍ଟାଆଦିକୁ କିଛି ସମୟପାଇଁ ଅନୁକରଣ କରିବାର କ୍ରିୟା, ଯାହା ନାଟକଆଦିରେ ହୁଏ
ഉദാഹരണം :
ଏହି ନାଟକରେ ରାମର ଅଭିନୟ ବହୁତ ପ୍ରଶଂସନୀୟ ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ
ഉദാഹരണം :
ସେ ବେମାର ହେବାର ନାଟକ କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
The act of giving a false appearance.
His conformity was only pretending.