അർത്ഥം : ଉପଲବ୍ଧ ନହେବାର ଅବସ୍ଥା ବା ଭାବ
ഉദാഹരണം :
ଭଲ ଶବ୍ଦକୋଷର ଅଭାବ ଆଜି ଅନୁଭୂତ ହେଉଛି
പര്യായപദങ്ങൾ : ଅନୁପଲବ୍ଧତା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଳ୍ପ ହେବାର ଅବସ୍ଥା ବା ଭାବ
ഉദാഹരണം :
ସମୟ କମ୍ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
പര്യായപദങ്ങൾ : ଅତ୍ୟଳ୍ପ, ଅଳ୍ପ, କମ୍
മറ്റ് ഭാഷകളിലേക്കുള്ള വിവർത്തനം :
Lack of an adequate quantity or number.
The inadequacy of unemployment benefits.അർത്ഥം : ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ഉദാഹരണം :
ଖରାଦିନେ ପାଣି ଅଭାବ ହୁଏ
പര്യായപദങ്ങൾ : ଅଲଭ୍ୟ, ଅସୁଲଭ, କମ୍, ଦୁର୍ଲ୍ଲଭ
മറ്റ് ഭാഷകളിലേക്കുള്ള വിവർത്തനം :
The state of needing something that is absent or unavailable.
There is a serious lack of insight into the problem.അർത്ഥം : ଗରିବ କିମ୍ବା ନିର୍ଧନ ହେବାର ଅବସ୍ଥା ବା ଭାବ
ഉദാഹരണം :
ଗରିବ ସ୍ତ୍ରୀ ସମସ୍ତଙ୍କ ଶାଳୀ ଗରିବର ଅବସ୍ଥା ଏପରି ଯେ ରାତିର ଖୋଲା ଆକାଶର ତାରା ଦେଖିଦେଖି ତାକୁ ଦିନ ବିତାଇବାକୁ ପଡ଼େ
പര്യായപദങ്ങൾ : ଦରିଦ୍ରତା, ଦୈନ୍ୟ, ନିଅଣ୍ଟ, ନିର୍ଦ୍ଧନତା
മറ്റ് ഭാഷകളിലേക്കുള്ള വിവർത്തനം :
गरीब या निर्धन होने की अवस्था या भाव।
गरीबी सबको सालती है।The state of having little or no money and few or no material possessions.
impoverishment, poorness, povertyഅർത്ഥം : ଅଭାବଗ୍ରସ୍ତ ହେବାର ଅବସ୍ଥା ବା ଭାବ
ഉദാഹരണം :
ଦାରିଦ୍ୟ୍ର ସତ୍ତ୍ୱେ ସେହି ପରିବାରଟି ଧର୍ମକୁ ଛାଡ଼ି ନାହାଁନ୍ତି
പര്യായപദങ്ങൾ : ଅନଟନ, ଦରିଦ୍ରତା, ଦାରିଦ୍ୟ୍ର, ନିଅଣ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
अभावग्रस्त होने की अवस्था या भाव।
तंगी के बावज़ूद भी उस परिवार ने सच्चाई का साथ नहीं छोड़ा।