അർത്ഥം : (ବ୍ୟାକରଣ ଅନୁସାରେ ଏଭଳି ଶବ୍ଦ) ଯାହାର ବ୍ୟୁତ୍ପତ୍ତି ଶାସ୍ତ୍ରୀୟ ରୂପରେ ସିଦ୍ଧ କରାଯାଇ ନପାରେ
ഉദാഹരണം :
ଏଥିରୁ ଅବ୍ୟୁତ୍ପନ୍ନ ଶବ୍ଦକୁ ବାଛି ଅଲଗାକର
മറ്റ് ഭാഷകളിലേക്കുള്ള വിവർത്തനം :
(व्याकरण के अनुसार ऐसा शब्द) जिसकी व्युत्पत्ति शास्त्रीय रूप से सिद्ध न की जा सके।
इनमें से अव्युत्पन्न शब्दों को छाँटकर अलग कीजिए।അർത്ഥം : ବ୍ୟାକରଣ ଜାଣି ନଥିବା ବ୍ୟକ୍ତି
ഉദാഹരണം :
ଅବ୍ୟୁତ୍ପନ୍ନ ବ୍ୟକ୍ତି ସହିତ ଯୁକ୍ତି କରିବାରେ କି ଲାଭ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର କାହାଠାରୁ ବ୍ୟୁତ୍ପତ୍ତି ହୋଇ ନାହିଁ
ഉദാഹരണം :
ସେ ନିଜର ନିବନ୍ଧ ନିମନ୍ତେ ଅବ୍ୟୁତ୍ପନ୍ନ ଶବ୍ଦଗୁଡ଼ିକର ସୂଚୀ ତିଆରି କରିଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
जिसकी किसी से व्युत्पत्ति न हुई हो।
उसने अपने शोध के लिए अव्युत्पन्न शब्दों की सूची तैयार की है।Not derived or copied or translated from something else.
The play is original; not an adaptation.