പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଅବ୍ୟାପ୍ତି എന്ന വാക്കിന്റെ അർത്ഥവും ഉദാഹരണവും.

ଅବ୍ୟାପ୍ତି   ବିଶେଷ୍ୟ

അർത്ഥം : ବ୍ୟାପ୍ତିର ଅଭାବ ବା ବ୍ୟାପ୍ତ ନହେବାର ଅବସ୍ଥା ବା ଭାବ

ഉദാഹരണം : ଜଳ ସଂକଟ କଷ୍ଟପ୍ରଦ

പര്യായപദങ്ങൾ : ସଂକଟ


മറ്റ് ഭാഷകളിലേക്കുള്ള വിവർത്തനം :

व्याप्ति का अभाव या व्याप्त न होने की अवस्था या भाव।

जल की अव्याप्ति कष्टप्रद है।
अव्याप्ति

അർത്ഥം : ସାହିତ୍ୟ ଏବଂ ତର୍କ ଶାସ୍ତ୍ରରେ, କଥନ, ବାଖ୍ୟା ଆଦିର ଏଭଳି ରୂପ ବା ସ୍ଥିତି ଯେଉଁଥିରେ କୁହାଯାଉଥିବା କଥା, ନିର୍ଦ୍ଦେଶ କରାଯାଉଥିବା ଲକ୍ଷଣ ବା ଦିଆ ହେଉଥିବା ବିବରଣ ସମ୍ପୂର୍ଣ୍ଣ ଅଭିପ୍ରେତ ତତ୍ତ୍ୱ ବା ଲକ୍ଷ୍ୟ ଉପରେ ସମ୍ପୂର୍ଣ୍ଣ ଭାବରେ ବା ସବୁ ଜାଗାରେ ସମାନ ରୂପରେ ଘଟି ନଥାଏ

ഉദാഹരണം : ଅବ୍ୟାପ୍ତିକୁ ଦୋଷଭାବରେ ଗ୍ରହଣ କରାଯାଏ


മറ്റ് ഭാഷകളിലേക്കുള്ള വിവർത്തനം :

साहित्य और तर्क शास्त्र में, कथन, व्याख्या आदि का ऐसा रूप या स्थिति जिसमें कहीं हुई बात, बतलाया हुआ लक्षण या दिया हुआ विवरण सारे अभिप्रेत तत्त्व या लक्ष्य पर पूरी तरह से या सब जगह समान रूप से न घटे।

अव्याप्ति को दोष माना गया है।
अव्याप्ति