അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ନିଜ ଭୁଲ୍ ଅନୁଭୂତ ହେଲାପରେ ମନକୁ ଆସୁଥିବା ଖେଦ ବା ଗ୍ଲାନି
ഉദാഹരണം : ମୋର ଅବଶୋଷ ହେଲା ଯେ ମୁଁ ବାପାଙ୍କ କଥା ମାନିଲି ନାହିଁ ସେ ନିଜ କର୍ମପାଇଁ ପଶ୍ଚାତାପ କରିବା ଉଚିତ୍
പര്യായപദങ്ങൾ : ଅନୁତାପ, ଅନୁଶୋଚନା, ପଶ୍ଚାତାପ, ମନସ୍ତାପ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
अपनी गलती का एहसास होने पर मन में होने वाला दुःख।
A feeling of deep regret (usually for some misdeed).
അർത്ഥം : କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ
ഉദാഹരണം : ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍ ସମୟରେ କରିପାରିଲି ନାହିଁ
പര്യായപദങ്ങൾ : ଅନୁତାପ, କ୍ଷୋଭ, ଖେଦ, ଗ୍ଲାନି, ଦୁଃଖ
किसी उचित, आवश्यक या प्रिय बात के न होने पर मन में होनेवाला दुख।
ഇൻസ്റ്റാൾ ചെയ്യുക