അർത്ഥം : ଉପଭୋଗ,ନାଶ,ବିଶ୍ଳେଷଣ,ବ୍ୟୟ ଆଦି ପରେ ଯାହା ରକ୍ଷା ପାଇଥାଏ
ഉദാഹരണം :
ଏହି ସଂଗ୍ରାହଳୟରେ ହରପ୍ପାର ଅବଶେଷ ବି ଅଛି
മറ്റ് ഭാഷകളിലേക്കുള്ള വിവർത്തനം :
वह जो कुछ उपभोग, नाश, विश्लेषण, व्यय आदि के उपरांत बचा हो।
इस संग्रहालय में हड़प्पा के अवशेष भी हैं।അർത്ഥം : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)
ഉദാഹരണം :
ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।
घर में आग लगने से कुछ भी शेष नहीं बचा।അർത്ഥം : କାହାରି ମୃତ୍ୟୁ ପରେ ବଞ୍ଚିଥିବା ଧନ ବା ସମ୍ପତ୍ତି
ഉദാഹരണം :
ସବୁ ଭାଇମାନେ ଅବଶେଷକୁ ସମାନ ଭାବରେ ବାଣ୍ଟି ନେଲେ
മറ്റ് ഭാഷകളിലേക്കുള്ള വിവർത്തനം :