അർത്ഥം : କୌଣସି ବସ୍ତୁ ବା ଜୀବ କ୍ରିୟାଶୀଳ ରହିବାର ସମୟ ସୀମା
ഉദാഹരണം :
ଅଧିକାଂଶ ବିଦ୍ୟୁତ ଉପକରଣଗୁଡ଼ିକର ସମୟ ସୀମା କମ୍ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେଥିବା କାଳ ବା ସମୟ
ഉദാഹരണം :
ଆମକୁ ଚାରି ଘଣ୍ଟା ଭିତରେ ଏହି କାମ ପୂରା କରିବାକୁ ହେବ
പര്യായപദങ്ങൾ : ଭିତରେ, ମିଆଦ, ସୀମା
മറ്റ് ഭാഷകളിലേക്കുള്ള വിവർത്തനം :
An amount of time.
A time period of 30 years.അർത്ഥം : ସେହି ନିର୍ଦ୍ଦିଷ୍ଟ ବା ନିଶ୍ଚିତ ସମୟ ଯାହା ପୂର୍ବରୁ କୌଣସି କାମ ହେବା ଆବଶ୍ୟକ ହୋଇଥାଏ
ഉദാഹരണം :
ଏହି କାର୍ଯ୍ୟକୁ କରିବାର ଅବଧି ପୂରା ହୋଇଯାଇଛି
പര്യായപദങ്ങൾ : କାଳାବଧି, ମିଆଦ, ସ୍ଥିତିକାଳ
മറ്റ് ഭാഷകളിലേക്കുള്ള വിവർത്തനം :
आविष्कार करने वाला व्यक्ति।
एक आविष्कारक के एक नए आविष्कार से तहलका मच गया है।അർത്ഥം : କୌଣସି କଥା ବା କାମ ଯେଉଁ ଶେଷ ସ୍ଥାନ ପର୍ଯ୍ୟନ୍ତ ହୋଇପାରେ ବା ହେବା ଉଚିତ୍
ഉദാഹരണം :
କୌଣସି କାମ ସୀମା ମଧ୍ୟରେ ରହି କରିବା ଅବଶ୍ୟକ
പര്യായപദങ്ങൾ : ଗଣ୍ଡି, ଚୌହଦି, ଧାର, ପରିସୀମା, ସୀମା
മറ്റ് ഭാഷകളിലേക്കുള്ള വിവർത്തനം :
The point or degree to which something extends.
The extent of the damage.അർത്ഥം : (ଶରୀର ବିଜ୍ଞାନର) ଶରୀରରେ କୌଣସି ରୋଗର ରୋଗାଣୁ ପହଞ୍ଚାଇବା ଏବଂ ସେହି ରୋଗ ପରିପକ୍ବ ହେବାପର୍ଯ୍ୟନ୍ତ ତଥା ବାହ୍ୟ ଲକ୍ଷଣ ପରିପ୍ରକାଶିତ ହେବା ପର୍ଯ୍ୟନ୍ତ ଯେଉଁ ଶାରୀରିକ ଅବସ୍ଥା
ഉദാഹരണം :
ବସନ୍ତ ରୋଗ ସଂପ୍ରାପ୍ତିର ସମୟ ଦୁଇ ସପ୍ତାହ ବୋଲି ବିଶ୍ବାସ କରାଯାଏ
പര്യായപദങ്ങൾ : ସଂପ୍ରାପ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
(शरीर विज्ञान) वह शारीरिक अवस्था जो शरीर में किसी रोग के रोगाणु पहुँचने, उस रोग के परिपक्व होने और बाह्य लक्षण उपस्थित होने तक माना जाता है।
चेचक की संप्राप्ति का समय दो हफ्ता माना गया है।(pathology) the phase in the development of an infection between the time a pathogen enters the body and the time the first symptoms appear.
incubation