അർത്ഥം : କାହାର ଆଦେଶ ବା କଥା ନ ମାନିବା କ୍ରିୟା ବା ଭାବ
ഉദാഹരണം :
ଆମକୁ ପିଲାଦିନରୁ ଶିଖାଇଦିଆଯାଇଛି ଯେ ବଡ଼ମାନଙ୍କ ଆଦେଶର ଅବଜ୍ଞା କରିବା ଉଚିତ୍ ନୁହେଁ
പര്യായപദങ്ങൾ : ଅବହେଳା
മറ്റ് ഭാഷകളിലേക്കുള്ള വിവർത്തനം :
किसी की आज्ञा या बात न मानने की क्रिया या भाव।
बड़ों के आदेश की अवहेलना अनुचित मानी जाती है।അർത്ഥം : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
ഉദാഹരണം :
ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
പര്യായപദങ്ങൾ : ଅନାଦାର, ଅମର୍ଯ୍ୟାଦା, ଅମାନ୍ୟ, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି
മറ്റ് ഭാഷകളിലേക്കുള്ള വിവർത്തനം :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।