അർത്ഥം : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
ഉദാഹരണം :
ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
പര്യായപദങ്ങൾ : ଛୁଟି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆରାମର ସମୟ
ഉദാഹരണം :
ଆପଣ ମୋ ସହିତ ଫୁରସତ୍ ବେଳେ ମିଶନ୍ତୁ
പര്യായപദങ്ങൾ : କାର୍ଯ୍ୟାବକାଶ, ଫୁରସତ୍, ବିରାମ ସମୟ, ବିଶ୍ରାମ ସମୟ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବିଶିଷ୍ଟ ସମୟ
ഉദാഹരണം :
ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆୟୋଜନ କରାଯାଏ
പര്യായപദങ്ങൾ : ଅବସର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ପ୍ରକାରର ଛନ୍ଦ
ഉദാഹരണം :
ଅବକାଶର ଏକ ଉତ୍ତମ ଉଦାହରଣ ହେଉଛି ଏହି କାବ୍ୟ ରଚନା
പര്യായപദങ്ങൾ : ଅବକାଶ ଛନ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଫାଲୁତ ଅବା ଅତିରିକ୍ତ ସମୟ
ഉദാഹരണം :
କେଉଁଠାକୁ ଯିବା-ଆସିବା ପାଇଁ ମୋ ପାଖରେ ଅବକାଶ କାଇଁ
പര്യായപദങ്ങൾ : ଅତିରିକ୍ତ ସମୟ, ଫାଲୁତ ସମୟ, ବଳକା ସମୟ
മറ്റ് ഭാഷകളിലേക്കുള്ള വിവർത്തനം :