പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଅପାର എന്ന വാക്കിന്റെ അർത്ഥവും ഉദാഹരണവും.

ଅପାର   ବିଶେଷ୍ୟ

അർത്ഥം : ସାଂଖ୍ୟ ଶାସ୍ତ୍ର ଅନୁସାରେ ଧନ ଉପାର୍ଜନର ପରିଶ୍ରମ ଓ ନିନ୍ଦାରୁ ଅବ୍ୟାହତି ଯୋଗୁଁ ହିଁ ଯେଉଁ ପ୍ରସନ୍ନତା ପ୍ରାପ୍ତ ହୋଇଥାଏ

ഉദാഹരണം : ଲକ୍ଷ ପ୍ରଯତ୍ନ ବି ତାଙ୍କୁ ଅପାର ପ୍ରଦାନ କରି ନପାରେ


മറ്റ് ഭാഷകളിലേക്കുള്ള വിവർത്തനം :

सांख्यशास्त्रानुसार वह तुष्टि जो धनोपार्जन के परिश्रम और निंदा से छुटकारा पाने पर होती है।

लक्ष प्रयत्न भी उन्हें अपार प्रदान न कर सके।
अपार

ଅପାର   ବିଶେଷଣ

അർത്ഥം : ଯାହାକୁ ପାରି ହୋଇ ଯାଇ ହୁଏ ନାହିଁ

ഉദാഹരണം : ମୋହନ ଅପାରଗମ୍ୟ ପର୍ବତକୁ ପାର କରିବାକୁ ଚେଷ୍ଟା କରୁଛି

പര്യായപദങ്ങൾ : ଅଗମ୍ୟ, ଅପାରଗମ୍ୟ, ଦୁସ୍ତର


മറ്റ് ഭാഷകളിലേക്കുള്ള വിവർത്തനം :

जिसके पार न जाया जा सके।

मोहन अपारगम्य पर्वत को पार करने की कोशिश कर रहा है।
अगम, अगम्य, अपारगम्य, दुष्पार्य, दुस्तर

Incapable of being passed.

impassable, unpassable

അർത്ഥം : ଯାହାର ସୀମା ନାହିଁ

ഉദാഹരണം : ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ

പര്യായപദങ്ങൾ : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅମାପ, ଅମୀତ, ଅସୀମ, ଅସୀମିତ, ସୀମାହୀନ


മറ്റ് ഭാഷകളിലേക്കുള്ള വിവർത്തനം :

Seemingly boundless in amount, number, degree, or especially extent.

Unbounded enthusiasm.
Children with boundless energy.
A limitless supply of money.
boundless, limitless, unbounded

അർത്ഥം : ଯାହାର ପ୍ରତିକାର ହୋଇପାରିବ ନାହିଁ ବା ବଦଳା ଯାଇପାରିବ ନାହିଁ

ഉദാഹരണം : ଆମେ ଈଶ୍ୱରଙ୍କ ଅପାର କୃପାପାଇଁ ଋଣୀ

പര്യായപദങ്ങൾ : ଅପ୍ରତିକାର, ଅସୀମ


മറ്റ് ഭാഷകളിലേക്കുള്ള വിവർത്തനം :

जिसका प्रतिकार न हो सके या जिसका बदला न दिया जा सके।

हम ईश्वर की अप्रतिकार कृपा के ऋणी हैं।
अप्रतिकार

അർത്ഥം : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ

ഉദാഹരണം : ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ

പര്യായപദങ്ങൾ : ଅଗାଧ, ଅଥଳ, ଅସୀମ


മറ്റ് ഭാഷകളിലേക്കുള്ള വിവർത്തനം :

जिसकी गहराई या थाह का पता न चले।

अथाह सागर में कई अनमोल रत्न छिपे हैं।
पंडित सुनील का ज्ञान अथाह है।
अगाध, अगाध्य, अगाह, अथाह, अनवगाह, अनवगाह्य, अपार, अवगाह, गहन