അർത്ഥം : କାହା ସହିତ ଜଣାଶୁଣା ନହେବା ଅବସ୍ଥା
ഉദാഹരണം :
ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ବ୍ୟକ୍ତି ପରିଚିତ ନୁହେଁ
ഉദാഹരണം :
ଆମେ ଅପରିଚିତଙ୍କ ସହିତ ବି ଭଲ ବ୍ୟବହାର କରିବା ଉଚିତ
പര്യായപദങ്ങൾ : ଅଜଣା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା ଜ୍ଞାତ ବା ଜଣା ନୁହେଁ
ഉദാഹരണം :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯିଏ ପରିଚିତ ନୁହେଁ
ഉദാഹരണം :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
പര്യായപദങ്ങൾ : ଅଚିହ୍ନା, ଅଜ୍ଞାତ
മറ്റ് ഭാഷകളിലേക്കുള്ള വിവർത്തനം :
Unaware because of a lack of relevant information or knowledge.
He was completely ignorant of the circumstances.