അർത്ഥം : ସାଧନାରେ ଯମର ଏକ ଭେଦ
ഉദാഹരണം :
ଅପରିଗ୍ରହ ବିନା ସାଧନା ଫଳବତୀ ହୋଇପାରେ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦାନ ନ ନେବାର ପ୍ରକ୍ରିୟା
ഉദാഹരണം :
ଅପରିଗ୍ରହ ମନୁଷ୍ୟକୁ ସ୍ୱାବଲମ୍ବୀ କରାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁକୁ ଗ୍ରହଣ ନ କରିବା ବା ଦାନ ନ ନେବାର ପ୍ରକ୍ରିୟା
ഉദാഹരണം :
ଅପ୍ରତିଗ୍ରହଣ ତା ଜୀବନ ଶୈଳୀର ଏକ ଅଙ୍ଗ ଥିଲା
പര്യായപദങ്ങൾ : ଅପ୍ରତିଗ୍ରହଣ
മറ്റ് ഭാഷകളിലേക്കുള്ള വിവർത്തനം :
किसी वस्तु को ग्रहण न करने या दान न लेने की क्रिया।
अप्रतिग्रहण उसके जीवन-शैली का एक अंग था।അർത്ഥം : ଶରୀରର ଆବଶ୍ୟକତାଠାରୁ ଅଧିକ ଧନର ପରିତ୍ୟାଗ
ഉദാഹരണം :
ସେ ଅପରିଗ୍ରହ ପରେ ଆଶ୍ରମରେ ରହିବାକୁ ଲାଗିଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜୈନ ଶାସ୍ତ୍ର ଅନୁସାରେ ମୋହ ପରିତ୍ୟାଗ
ഉദാഹരണം :
ଅପରିଗ୍ରହ ବିନା ସାଂସାରିକ ଦୁଃଖ ଗୁଡ଼ିକର ଶେଷ ହୁଏ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :