അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଖରାପ ବସ୍ତୁର ସଂସର୍ଗ
ഉദാഹരണം : ଛୁଆଁରୁ ଦୂରେଇ ରହିବା ଉଚିତ
പര്യായപദങ്ങൾ : ଛୁଆଁ, ଛୁତି
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
गंदी वस्तु का संसर्ग।
അർത്ഥം : ଯିଏ ଧର୍ମ ଅନୁସାରେ ପବିତ୍ର ନୁହେଁ
ഉദാഹരണം : ହିନ୍ଦୁଧର୍ମର ବ୍ୟବସ୍ଥା ଅନୁସାରେ କୌଣସି ବି ଅପବିତ୍ର ସ୍ଥାନରେ ଗଙ୍ଗାଜଳ ଛିଞ୍ଚିଲେ ତାହା ପବିତ୍ର ହୋଇଯାଏ
പര്യായപദങ്ങൾ : ଅଶୁଦ୍ଧ, ଅଶୌଚ, ଅସୂଚି, ଦୂଷିତ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जो धर्मानुसार पवित्र न हो।
Not holy because unconsecrated or impure or defiled.
അർത്ഥം : ଧର୍ମାନୁସାରେ ଅପବିତ୍ର ହେବାର ଅବସ୍ଥା ବା ଭାବ
ഉദാഹരണം : ସେ ଶାରୀରିକ ଅଶୁଚି ଦୂର କରିବାପାଇଁ କିଛି ଧାର୍ମିକ କର୍ମ କରୁଛନ୍ତି
പര്യായപദങ്ങൾ : ଅଶୁଚି, ଅଶୁଦ୍ଧ, ଅଶୌଚ
ഇൻസ്റ്റാൾ ചെയ്യുക