അർത്ഥം : ଜୀବିକା-ନିର୍ବାହର ଏପରି ସାଧନ ଯେଉଁଥିରେ ନିଜର ଏବଂ ନିଜ ପରିବାରର ଭରଣ ପୋଷଣ ହୋଇଥାଏ
ഉദാഹരണം :
ଖାଦ୍ୟ ପାଇଁ ଲୋକେ ଗାଁ ଛାଡିକରି ସହର ଯାଉଛନ୍ତି
പര്യായപദങ്ങൾ : ଖାଦ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
जीविका-निर्वाह का ऐसा साधन जिससे अपना और अपने परिवार का पेट पाला जाता हो।
रोटी की तलाश में लोग गाँव छोड़कर शहर जा रहे हैं।അർത്ഥം : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ
ഉദാഹരണം :
ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍ ବେଶି
പര്യായപദങ്ങൾ : ଅର୍କ, ଆହାର, ଆହାର ପଦାର୍ଥ, ଖାଦ୍ୟ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।
गाँव की अपेक्षा शहरों में खाद्य वस्तुएँ बहुत महँगी हैं।