അർത്ഥം : ବହୁତ ଘନିଷ୍ଠତା ବା ଅତ୍ୟଧିକ ସଂପର୍କ ଥିବା ମିତ୍ର
ഉദാഹരണം :
ବିପତ୍ତି ବେଳେ ଘନିଷ୍ଠ ମିତ୍ରକୁ ଚିହ୍ନିହୁଏ
പര്യായപദങ്ങൾ : ଅଭିନ୍ନ ମିତ୍ର, ଘନିଷ୍ଠ ବନ୍ଧୁ, ଘନିଷ୍ଠ ମିତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
वह मित्र जिससे बहुत ही घनिष्ठता हो या जिससे अत्यधिक लगाव हो।
घनिष्ठ मित्र की पहचान विपत्ति में ही होती है।അർത്ഥം : ଯାହା ଭିତରର
ഉദാഹരണം :
ସେ ମଣିଷର ଆଭ୍ୟନ୍ତର ଶାରୀରିକ ସଂରଚନାର ଅଧ୍ୟୟନ କରୁଛି
പര്യായപദങ്ങൾ : ଅନ୍ତର୍ବତ୍ତୀ, ଅନ୍ତସ୍ଥ, ଆନ୍ତରିକ, ଆଭ୍ୟନ୍ତର, ଭିତରର
മറ്റ് ഭാഷകളിലേക്കുള്ള വിവർത്തനം :
Happening or arising or located within some limits or especially surface.
Internal organs.അർത്ഥം : ବହୁତ ନିକଟର ବା ବହୁତ ପାଖରେ
ഉദാഹരണം :
ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
പര്യായപദങ്ങൾ : ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼
മറ്റ് ഭാഷകളിലേക്കുള്ള വിവർത്തനം :
Marked by close acquaintance, association, or familiarity.
Intimate friend.