അർത്ഥം : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
ഉദാഹരണം :
ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
പര്യായപദങ്ങൾ : ପ୍ରଶାସନ, ଶାସନ, ଶାସନବ୍ୟବସ୍ଥା
മറ്റ് ഭാഷകളിലേക്കുള്ള വിവർത്തനം :
राज्य के कार्यों का प्रबंध और संचालन।
आजकल देश का शासन भ्रष्टाचारियों के हाथ में है।അർത്ഥം : ମହାଭାରତର ଗୋଟିଏ ପର୍ବ
ഉദാഹരണം :
ଆଜି କଥାକାର ଅନୁଶାସନ ପର୍ବର ବ୍ୟାଖ୍ୟା କରିବାକୁ ଯାଉଛନ୍ତି
പര്യായപദങ്ങൾ : ଅନୁଶାସନ ପର୍ବ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସେହି ନିୟମ ଯାହା କୌଣସି ସଂସ୍ଥା ବା ଗୋଷ୍ଠୀର ସଦସ୍ୟମାନଙ୍କୁ ନିୟମ ପୂର୍ବକ ଯଥାର୍ଥ ଆଚରଣ ବା କାର୍ଯ୍ୟ କରିବାକୁ ବାଧ୍ୟ କରେ
ഉദാഹരണം :
ଅନୁଶାସନ ଦେଶକୁ ମହାନ୍ କରେ
പര്യായപദങ്ങൾ : ନିୟମପାଳନ
മറ്റ് ഭാഷകളിലേക്കുള്ള വിവർത്തനം :