അർത്ഥം : କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍ ବୋଲି ନିଜର ସ୍ୱୀକୃତି ଦେବା
ഉദാഹരണം :
ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
പര്യായപദങ്ങൾ : ସମର୍ଥନ
മറ്റ് ഭാഷകളിലേക്കുള്ള വിവർത്തനം :
The act of providing approval and support.
His vigorous backing of the conservatives got him in trouble with progressives.അർത്ഥം : କୌଣସି କଥା ବା ପରାମର୍ଶଆଦି ଉପରେ ଆନନ୍ଦ ପ୍ରକାଶ କରିବା କ୍ରିୟା ବା ଭାବ
ഉദാഹരണം :
ମୋର ବକ୍ତବ୍ୟ ଉପରେ ତାଙ୍କର ଅନୁମୋଦନ ଉପରଠାଉରିଆ
മറ്റ് ഭാഷകളിലേക്കുള്ള വിവർത്തനം :
Enthusiastic approval.
The book met with modest acclaim.അർത്ഥം : ପ୍ରତିନିଧିମାନଙ୍କଦ୍ୱାରା କରାଯାଇଥିବା କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରି ତାହା ଚୂଡ଼ାନ୍ତ କରିବା କ୍ରିୟା
ഉദാഹരണം :
ତାକୁ ଏବେ ମନ୍ତ୍ରୀଙ୍କଦ୍ୱାରା ଅନୁମୋଦନ କରାଇବାକୁ ହେବ
പര്യായപദങ്ങൾ : ଅଭିପୋଷଣ
മറ്റ് ഭാഷകളിലേക്കുള്ള വിവർത്തനം :
प्रतिनिधियों के किए हुए कार्य की स्वीकृति प्रदान करके उसे पक्का करने की क्रिया।
अभी इसका मंत्रीजी से अभिपोषण कराना होगा।Making something valid by formally ratifying or confirming it.
The ratification of the treaty.