അർത്ഥം : (ବଡ଼ର ଛୋଟକୁ) ଅମୁକ କାର୍ଯ୍ୟ ଏଭଳି ହେବା ଆବଶ୍ୟକ ବୋଲି ବତାଇବା କ୍ରିୟା
ഉദാഹരണം :
ସେ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରି ସଫଳ ହେଲା
പര്യായപദങ്ങൾ : ନିର୍ଦ୍ଦେଶ
മറ്റ് ഭാഷകളിലേക്കുള്ള വിവർത്തനം :
A message describing how something is to be done.
He gave directions faster than she could follow them.