അർത്ഥം : କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି
ഉദാഹരണം :
ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା
പര്യായപദങ്ങൾ : ଚାନ୍ଦା
മറ്റ് ഭാഷകളിലേക്കുള്ള വിവർത്തനം :
A voluntary gift (as of money or service or ideas) made to some worthwhile cause.
contribution, donationഅർത്ഥം : ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ
ഉദാഹരണം :
ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା ଅନୁଦାନ ଦେଇଛନ୍ତି
പര്യായപദങ്ങൾ : ଦାନ
മറ്റ് ഭാഷകളിലേക്കുള്ള വിവർത്തനം :
राज्य शासन आदि से किसी विशेष कार्य के लिए सहायता के रूप में मिलने वाला धन।
बाढ़ ग्रस्त इलाक़े के लिए केंद्र सरकार ने एक करोड़ रुपए का अनुदान दिया है।Any monetary aid.
grant