അർത്ഥം : ନିୟମାବଳୀ,ବିଧାନ, ଜ୍ଞାନ ଆଦିର କୌଣସି ଏକ ବିଶିଷ୍ଟ ଅଙ୍ଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ଉପରେ ବିବେଚନା ହୋଇଥାଏ
ഉദാഹരണം :
ସମ୍ବିଧାନର ନବମ ଧାରାକୁ ଉପଧାରା ଚାରିରେ ପରିବର୍ତ୍ତନ କରାଯାଇପାରିବ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସାହିତ୍ୟିକ ପୁସ୍ତକ, ଆଲୋଚନାଆଦିର ପ୍ରକରଣ ଅନ୍ତର୍ଗତ ଏକ ବିଶିଷ୍ଟ ବିଭାଗ ଯେଉଁଥିରେ କୌଣସି ଗୋଟିଏ ବିଷୟ ବା ଏହାର କୌଣସି ଅଙ୍ଗର ଆଲୋଚନା ହୋଇଥାଏ
ഉദാഹരണം :
ଏହି ଅନୁଚ୍ଛେଦରେ ଭଗବାନ ରାମଙ୍କ ଜନ୍ମର ଅଦ୍ଭୁତ ବର୍ଣ୍ଣନା କରାଯାଇଛି
പര്യായപദങ്ങൾ : ପାରାଗ୍ରାଫ୍
മറ്റ് ഭാഷകളിലേക്കുള്ള വിവർത്തനം :
किसी साहित्यिक पुस्तक,विवेचन आदि के किसी प्रकरण के अन्तर्गत वह विशिष्ट विभाग जिसमें किसी एक विषय या उसके किसी अंग का विवेचन होता है।
इस अनुच्छेद में भगवान राम के जन्म का अद्भुत वर्णन किया गया है।A self-contained part of a larger composition (written or musical).
He always turns first to the business section.അർത്ഥം : କୌଣସି ବିଷୟ ଉପରେ ଲେଖିକରି ପ୍ରକାଶ କରିବା ବିଚାର
ഉദാഹരണം :
ଅଶିକ୍ଷା ଉପରେ ତାଙ୍କର ଲେଖାଟିଏ ଆଜିର ଖବର କାଗଜରେ ଛପାହୋଇଛି
പര്യായപദങ്ങൾ : ଲେଖା
മറ്റ് ഭാഷകളിലേക്കുള്ള വിവർത്തനം :