അർത്ഥം : ଯିଏ ଅନ୍ୟକୁ ଅନୁକରଣ କରେ
ഉദാഹരണം :
ନେତାଙ୍କର ଅନୁକରଣକାରୀ ସମସ୍ତଙ୍କୁ ପ୍ରଭାବିତ କଲେ
പര്യായപദങ്ങൾ : ଅନୁକରଣକର୍ତ୍ତା, ଅନୁକର୍ତ୍ତା, ଅନୁସରଣକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
वह जो अनुकरण करता हो।
नेता के अनुकर्त्ता ने सबको प्रभावित किया।അർത്ഥം : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
ഉദാഹരണം :
ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
പര്യായപദങ്ങൾ : ନକଲକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାର ସମାନ ଆଚରଣ କରିବା ବ୍ୟକ୍ତି
ഉദാഹരണം :
ଏଠାରେ ଅନୁକରଣକାରୀ ଲୋକଙ୍କର କେଉଁଠାରେ ଅଭାବ
മറ്റ് ഭാഷകളിലേക്കുള്ള വിവർത്തനം :
Going or proceeding or coming after in the same direction.
The crowd of following cars made the occasion seem like a parade.അർത്ഥം : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
ഉദാഹരണം :
ମାଙ୍କଡ଼ ବହୁତ ନକଲକାରୀ
പര്യായപദങ്ങൾ : ନକଲକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନୁକରଣ କରୁଥିବା ବ୍ୟକ୍ତି
ഉദാഹരണം :
ପିଲାମାନେ ବଡ଼ଲୋକଙ୍କ ଅନୁକରଣକାରୀ ହୁଅନ୍ତି
പര്യായപദങ്ങൾ : ଅନୁସରଣକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
अनुकरण करने वाला।
बच्चे बड़ों के अनुकर्त्ता होते हैं।