അർത്ഥം : ପ୍ରବୃତ୍ତିର ଅଭାବ ଅଥବା ଚିତ୍ତ ବା ମନ ନ ନଇଁବାର ଅବସ୍ଥା
ഉദാഹരണം :
ଉଦ୍ୟମହୀନତା କାରଣରୁ ସେ ଜୀବନରେ ନିରାଶ ହୋଇ ରହିଗଲେ
പര്യായപദങ്ങൾ : ଆଗ୍ରହହୀନତା, ଉଦ୍ୟମହୀନତା, ପ୍ରବୃତ୍ତିହୀନତା, ସ୍ପୃହାହୀନତା
മറ്റ് ഭാഷകളിലേക്കുള്ള വിവർത്തനം :
प्रवृत्ति का अभाव या चित्त या मन का झुकाव न होने की अवस्था।
अप्रवृत्ति के कारण वह जीवन से निराश रहने लगा है।അർത്ഥം : ଇଚ୍ଛାର ଅଭାବ ବା ଇଚ୍ଛା ନହେବାର ଭାବ
ഉദാഹരണം :
ପଢ଼ିବାକୁ ତାହାର ଅରୁଚି ରହିଛି
പര്യായപദങ്ങൾ : ଅରୁଚି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥା ବା ବସ୍ତୁର ପ୍ରାପ୍ତି ଆଡ଼କୁ ଧ୍ୟାନ ନେଉନଥିବା ମନୋବୃତ୍ତି
ഉദാഹരണം :
ଇଚ୍ଛାହୀନତା କାରଣରୁ ତାର କୌଣସି କାମରେ ମନ ଲାଗୁନାହିଁ
പര്യായപദങ്ങൾ : ଅନାକାଂକ୍ଷା, ଅସ୍ପୃହା, ଇଚ୍ଛାହୀନତା, ନିସ୍ପୃହତା
മറ്റ് ഭാഷകളിലേക്കുള്ള വിവർത്തനം :
वह मनोवृत्ति जो किसी बात या वस्तु की प्राप्ति की ओर ध्यान नहीं ले जाती हो।
अनिच्छा के कारण उसका किसी काम में मन नहीं लगता।The trait of being unwilling.
His unwillingness to cooperate vetoed every proposal I made.അർത്ഥം : ନ ଚାହିଁଲେ ବି
ഉദാഹരണം :
ବାଧ୍ୟବାଧକତାରେ ମୋତେ ଏହି କାମ କରିବାକୁ ପଡ଼ିଲା
പര്യായപദങ്ങൾ : ନାଚାରହୋଇ, ବାଧ୍ୟବାଧକତା
മറ്റ് ഭാഷകളിലേക്കുള്ള വിവർത്തനം :