അർത്ഥം : ଯେଉଁ ବ୍ୟକ୍ତିକୁ ପାଳନପୋଷଣ କରିବାପାଇଁ କେହି ନ ଥାନ୍ତି
ഉദാഹരണം :
ଏଠାରେ ଅନାଥମାନଙ୍କୁ ଶରଣ ଦିଆଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
Someone or something who lacks support or care or supervision.
orphanഅർത്ഥം : ଯାହାର କେହି ସାହାରା ନାହାନ୍ତି
ഉദാഹരണം :
ସୁରେନ୍ଦ୍ରବାବୁ ଅସହାୟ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଆସୁଛନ୍ତି
പര്യായപദങ്ങൾ : ଅବଲମ୍ବନହୀନ, ଅସହାୟ, ନିଃସହାୟ
മറ്റ് ഭാഷകളിലേക്കുള്ള വിവർത്തനം :
Lacking help.
unassistedഅർത്ഥം : ଯାହାର ଦାୟିତ୍ୱ ନେବାକୁ କେହି ନାହାନ୍ତି
ഉദാഹരണം :
ଅନାଥ ବ୍ୟକ୍ତିଟି ଆଶ୍ରୟ ପାଇଁ ଏଣେ ତେଣେ ବୁଲୁଥିଲା
പര്യായപദങ്ങൾ : ବେସାହାରା
മറ്റ് ഭാഷകളിലേക്കുള്ള വിവർത്തനം :
Having no lord or master.
Harsh punishments for sturdy vagabonds and masterless men.അർത്ഥം : ଯାହାର କେହି ମାଲିକ ନାହିଁ(ଜନ୍ତୁ)
ഉദാഹരണം :
ବାରବୁଲା କୁକୁରଙ୍କୁ ଖାସୁ କରାଗଲା
പര്യായപദങ്ങൾ : ବାରବୁଲା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
ഉദാഹരണം :
ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
പര്യായപദങ്ങൾ : ଅସହାୟ, ଆଶ୍ରୟହୀନ, ଛେଉଁଣ୍ଡ, ପିତୃମାତୃହୀନ
മറ്റ് ഭാഷകളിലേക്കുള്ള വിവർത്തനം :