അർത്ഥം : କାହାର ଅଧୀନ ହେବାର ଅବସ୍ଥା ବା ଭାବ
ഉദാഹരണം :
ସେ ଏତେ କ୍ରୋଧୀ ଯେ ତାହା ଅଧୀନରେ କାମ କରିବା ମୁସ୍କିଲ
മറ്റ് ഭാഷകളിലേക്കുള്ള വിവർത്തനം :
The state of being subordinate to something.
subordinationഅർത്ഥം : ନିୟମିତ ରୂପେ କୌଣସି କଥାର ଅନୁସରଣ
ഉദാഹരണം :
ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
പര്യായപദങ്ങൾ : ଆୟତ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ଅଧୀନରେ ରହେ
ഉദാഹരണം :
ସେହି ବ୍ୟକ୍ତି ସୁଖୀ ଯାହାର ମନ ନିଜର ବଶ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
Restrained or managed or kept within certain bounds.
Controlled emotions.അർത്ഥം : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
ഉദാഹരണം :
ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
പര്യായപദങ്ങൾ : ଅନୁଗତ, ଆୟତ୍ତ, ଶାସନାନ୍ତର୍ଗତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ କାହାରି ବଶରେ ଅଛି
ഉദാഹരണം :
ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :